sw-750x430.jpg
ଦେହ ବ୍ୟବସାୟ ଆଇନସମ୍ମତ; ପୁଲିସ ହସ୍ତକ୍ଷେପ କରିପାରିବ ନାହିଁ କି, ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବ ନାହିଁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଦେହ ବ୍ୟବସାୟ ଏକ ବୃତ୍ତି ବା ପେସା ଏବଂ ଆଇନ ଅନୁସାରେ ଦେହଜୀବୀମାନେ ସାମାଜିକସ୍ତରରେ ସମ୍ମାନ ଏବଂ ସମାନ ସୁରକ୍ଷା ପାଇବାକୁ ହକ୍‌ଦାର। ତେଣୁ, ସହମତିରେ ବେଶ୍ୟାବୃତ୍ତି କରୁଥିବା ଯୌନକର୍ମୀଙ୍କ କାର୍ଯ୍ୟରେ ହସ୍ତକ୍ଷେପ ନ କରିବା ସହ ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଲାଗି ଆଜି ସୁପ୍ରିମ୍‌ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି...

t-44-750x430.jpg
ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଚାଞ୍ଚଲ୍ୟକର ଖୁଲାସା, ଶରୀରରେ ଲାଗିଥିଲା ଅନେକ ଅପ୍ରାକୃତିକ ଆଘାତ

ମୁମ୍ବାଇ: ଜୁନ ୧୪ରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବାର କିଛି ଦିନ ପୂର୍ବରୁ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ ଆତ୍ମହତ୍ୟା କରିଥିବା ନେଇ ଖବର ମିଳିଥିଲା। ୧୪ମହଲା ଉପରୁ ତଳକୁ ଡେଇଁ ସେ ଜୁନ ୯ତାରିଖ ରାତି ପ୍ରାୟ ୨ଟାରେ ଆତ୍ମହତ୍ୟା କରିଥି‌ବାର ଖବର ସାମ୍ନାକୁ ଆସିଥିଲା.........

redfort1-1000.jpg
ସ୍ୱାଧୀନତା ଦିବସ ପାଇଁ ସୁରକ୍ଷା ବଳୟରେ ଦିଲ୍ଲୀ 

ନୂଆଦିଲ୍ଲୀ : ସ୍ୱାଧୀନତା ଦିବସ ପାଳନ ପାଇଁ କଡା ସୁରକ୍ଷା ବଳୟରେ ଦେଶର ରାଜଧାନୀ ଦିଲ୍ଲୀ । ସୁରକ୍ଷାରେ ମୁତୟନ ହୋଇଛନ୍ତି ସ୍ୱାତ୍, ଏନଏସଜି, ଏସପିଜି ଏବଂ ଆଇଟିବିପି ଜବାନ । ଏହା ସହିତ ଦିଲ୍ଲୀ ପୋଲିସ ମଧ୍ୟ ରହିଛି ସୁରକ୍ଷା ଦାୟିତ୍ୱରେ । ବିଶେଷ କରି ଲାଲକିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି । ଲାଲକିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଉପରେ ରଖାଯାଇଛି କଡା ନଜର । ଆସୁଥିବା ସମସ୍ତ ଗାଡି ମୋଟର ଗୁଡିକ ଉପରେ ବିଶେଷ ନଜର ରହିଛି....

modi1-1-750x430.jpg
ଅଯୋଧ୍ୟାରେ ଭୂମି ପୂଜନ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଏହି ସବୁ ଗୁରୁତ୍ବପୂର୍ଣ୍ଣ କଥା, ଜାଣନ୍ତୁ ସେସବୁ କ’ଣ

ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାଠାରେ ‘ଶ୍ରୀରାମ ଜନ୍ମଭୂମି ମନ୍ଦିର’ ପାଇଁ ଭୂମି ପୂଜନ ସମ୍ପନ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ପବିତ୍ର ଅବସରରେ ଉଦବୋଧନ ଦେଇ ଦେଶବାସୀ ଓ ସାରା ବିଶ୍ୱରେ ଥିବା ରାମଭକ୍ତମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହାକୁ ଏକ ଐତିହାସିକ କ୍ଷଣ ଭାବେ ବର୍ଣ୍ଣନା କରି ସେ କହିଥିଲେ ଯେ ଭାରତ ଆଜି ଏକ ଗୌରବମୟ ଅଧ୍ୟାୟର ଆରମ୍ଭ କରୁଛି..........

WhatsApp Image 2020-08-08 at 9.37.27 AM.
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

ନୂଆଦିଲ୍ଲୀ: କେରଳ କୋଝିକୋଡ୍ର ରେ ଶୁକ୍ରବାର ଏକ ବିମାନ ଦୁର୍ଘଟଣା ଘଟିଥିଲାl ଏଥିରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଲାଣି । ଦୁଇ ଜଣ ପାଇଲଟଙ୍କ ସମେତ ଆଉ ୧୬ ଯାତ୍ରୀ ପ୍ରାଣ ହରାଇଥିବା ଜଣାପଡିଛି । ଏଥିସହିତ ୧୨୩ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ........

67-671459_google-logo-vector-logo-google
ଗୁଗଲ କହିବ କୋବିଡ୍-୧୯ ଯାଞ୍ଚ କେନ୍ଦ୍ରର ଠିକଣା

ନୁଆଦିଲ୍ଲୀ। ଏଣିକି କୋବିଡ-୧୯ ଯାଞ୍ଚ କେନ୍ଦ୍ରକୁ ନିଜ ମୋବାଇଲ ମାଧ୍ୟମରେ ଖୋଜି ବାହାର କରିହେବ। ଆଜ୍ଞା ହଁ, ଗୁଗଲ ୟୁଜର୍ସମାନଙ୍କ ପାଇଁ ଗୁଗଲ ସର୍ଚ, ଆସିଷ୍ଟାଣ୍ଟ ତଥା ମ୍ୟାପ୍‌ରେ ଏହି ସୁବିଧା ଉପଲବ୍ଧ। ଲୋକଙ୍କୁ କରୋନା ଯାଞ୍ଚ କେନ୍ଦ୍ରର ସଠିକ....

WhatsApp Image 2020-08-08 at 9.21.32 AM.

କେରଳରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ : ୧୭ ମୃତ

ଇଡ଼ୁକ୍କି : କେରଳରେ ପ୍ରବଳ ବର୍ଷା ଯୋଗୁଁ ଇଡ଼ୁକ୍କି ଜିଲ୍ଲାରେ ଭୂସ୍ଖଳନ ହୋଇଛି l ଏଥିରେ ୨୦ରୁ ଅଧିକ ଘର ମାଟିରେ ମିଶି ଯାଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି l ଏଥିସହିତ ଆହୁରି ୫୦ରୁ ଅଧିକ ଲୋକଙ୍କ ଖୋଜଖବର ମିଳୁନି। ସେମାନେ ମାଟି ତଳେ ପୋତି ହୋଇ ରହିଥିବା ନେଇ ଅନୁମାନ କରାଯାଉଛି।
ଶନିବାର ଭୋର୍‌ ସମୟରେ ଇଡ଼ୁକ୍କିର ରାଜମଲାଇ ଅଞ୍ଚଳର ଟି ଇଷ୍ଟେଟ୍‌ କର୍ମଚାରୀଙ୍କର ଏକ ବସତି ଭୂସ୍ଖଳନ ହୋଇଥିଲା। ଏଠାରେ ପ୍ରାୟ ୮୪ ଜଣ ରହୁଥିଲେ। ଭୂ୍ସ୍ଖଳନ ସମୟରେ ଅଧିକାଂଶ ଲୋକ ଶୋଇଥିଲେ ଏବଂ ସେମାନେ ନିଜ ଜୀବନ ବଞ୍ଚାଇ ପାରିନାହାନ୍ତି। ଜିଲ୍ଲାପାଳ ଏଚ୍‌ ଦିନେଶାନ୍‌ଙ୍କ କହିବା ଅନୁଯାୟୀ ଜଣେ କର୍ମଚାରୀ ନିଜ ଜୀବନ ବଞ୍ଚାଇବା ସହ ଏରାଭିକୁଲମ୍‌ ବନ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାରକ‌ାର୍ୟ୍ୟରେ ବାଧା ଉପୁଜିଛି। ଦିନେଶାନ୍‌ଙ୍କ ଅନୁଯାୟୀ ୧୬ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ ନିଆଯାଇଛି।