
ଏପ୍ରିଲ୍ରେ ଏଫ୍ଆଇଏଚ୍ ପ୍ରୋ-ଲିଗ୍ ଅଭିଯାନ
ଲାଉସାନେ : ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ଦ୍ୱାରା ସଂଶୋଧିତ କାର୍ଯ୍ୟସୂଚୀ ଗୁରୁବାର ଘୋଷଣା କରାଯାଇଛି। ଆସନ୍ତା ବର୍ଷ ଏପ୍ରିଲରେ ବିଦେଶରେ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ ଖେଳି ଭାରତୀୟ ପୁରୁଷ ହକି ଦଳ ଏଫ୍ଆଇଏଚ୍ ପ୍ରୋ-ଲିଗ୍ ଅଭିଯାନ ଆରମ୍ଭ କରିବ। ପ୍ରୋ-ଲିଗ୍ ଆରମ୍ଭ ହେବାପରେ ଭାରତ ଏପ୍ରିଲ ୧୦ ଓ ୧୧ରେ ଆର୍ଜେଣ୍ଟିନା ବିପକ୍ଷରେ ଖେଳିବ। ଉଭୟ ପୁରୁଷ ଓ ମହିଳା ବିଭାଗରେ ଜର୍ମାନୀ ସେପ୍ଟେମ୍ବର ୨୨ ଓ ୨୩ରେ ବେଲଜିୟମ ବିପକ୍ଷ ମ୍ୟାଚ ନିଜ ଦେଶରେ ଖେଳିବ। ଭାରତ ଏହାର ପରବର୍ତ୍ତୀ ମ୍ୟାଚ ବିଦେଶରେ ଗ୍ରେଟ୍ ବ୍ରିଟେନ ସହ ମେ ୮ ଓ ୯ ତାରିଖରେ ଖେଳିବ.....
‘ବ୍ୟାଡ୍ ଲାଇଟ୍’ ନିୟମ ପରିବର୍ତ୍ତନ ଚାହାନ୍ତି ହୁସେନ
ସାଉଥାମ୍ପଟନ : ‘ବ୍ୟାଡ୍ ଲାଇଟ୍’ ନିୟମ ବର୍ଷ ବର୍ଷ ଧରି ଟେଷ୍ଟ ମ୍ୟାଚଗୁଡ଼ିକୁ ପ୍ରଭାବିତ କରିଆସୁଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହି ନିୟମର ପରିବର୍ତ୍ତନ କରିବା ଆବଶ୍ୟକ ବୋଲି କହିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସେର ହୁସେନ......

ଆଇପିଏଲ୍ ମ୍ୟାଚ ଆୟୋଜନ ନେଇ ଏମିତି ସୂଚନା ଦେଲେ ସୌରଭ
ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ଆୟୋଜନ ହୋଇପାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଆଇପିଏଲ୍ ଆୟୋଜନ ନେଇ ଏବେ ସମସ୍ତ ପ୍ରକାର ଉଦ୍ୟମ ଚାଲିଥିବା କହିଛନ୍ତି BCCI ସଭାପତି ସୌରଭ ଗାଙ୍ଗୁଲି......

