ଦେଶରେ ୬୯ କୋଟି ‘ଏନ୍‌ଏଫ୍‌ଏସ୍‌ଏ’ ହିତାଧିକାରୀଙ୍କୁ ‘ଏକ ରାଷ୍ଟ୍ର ଏକ ରେସନ୍‌ କାର୍ଡ’ ଯୋଜନାରେ ସାମିଲ କରାଗଲାଣି: ସଦାଶିବ ନିରଞ୍ଜନ ଜ୍ୟୋତି

ONE-NATION-ONE-RATION-750x430.jpg

ନୂଆଦିଲ୍ଲୀ: ଦେଶବ୍ୟାପୀ ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩’ର (ଏନ୍‌ଏଫ୍‌ଏସ୍‌ଏ) ସୁବିଧା ନିମନ୍ତେ ପ୍ରଚଳିତ ‘ଏକ ରାଷ୍ଟ୍ର ଏକ ରେସନ୍ କାର୍ଡ’ ସମ୍ପ୍ରତି ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୮୬.୭% ‘ଏନ୍‌ଏଫ୍‌ଏସ୍‌ଏ’ ଜନତାଙ୍କ (ପ୍ରାୟ ୬୯ କୋଟି) ପ୍ରତି ଲାଗୁ ହୋଇ ସାରିଥିବା କଥା ସାଂସଦ କପିଲ ସିବଲ ଏବଂ ସୁବାସଚନ୍ଦ୍ର ସିଂହଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଉପଭୋକ୍ତା ମାମଲା, ଖାଦ୍ୟ ଓ ସାର୍ବଜନୀନ ବିତରଣ ରାଷ୍ଟ୍ରମନ୍ତ୍ରୀ ସଦାଶିବ ନିରଞ୍ଜନ ଜ୍ୟୋତି କହିଛନ୍ତି।

ଜୁଲାଇ ୨୦୨୧ରେ ଏହି ବ୍ୟବସ୍ଥା ଲାଗୁ କରିବାରେ ଦିଲ୍ଲୀ ହେଉଛି ସଦ୍ୟତମ ଅଞ୍ଚଳ। ଏହି ବ୍ୟବସ୍ଥା ଲାଗୁ ହୋଇ ନ ଥିବା ଛତିଶଗଡ଼, ଆସାମ ଏବଂ ପଶ୍ଚିମବଙ୍ଗକୁ ମନ୍ତ୍ରାଳୟ ପରାମର୍ଶ ଦେଇଆସୁଛି। ଏହା ପ୍ରଚଳନସେମାନଙ୍କର ବୈଷୟିକ ପ୍ରସ୍ତୁତି ଉପରେ ନିର୍ଭର କରୁଛି।